ବନ୍ଦ କରନ୍ତୁ

ସୂଚନା ଅଧିକାର

ସୂଚନା ଅଧିକାର ଆଇନ ପ୍ରତ୍ୟେକ ନାଗରିକଙ୍କୁ ସେମାନେ ଜାଣିବାକୁ ଚାହୁଁଥିବା ସୂଚନା ବିବରଣୀ ନେବା, ଦସ୍ତାବିଜ ବା ଅଭିଲେଖର ଉର୍ଦ୍ଧୃତାଂଶ କିମ୍ବା ପ୍ରାମାଣିକ ନକଲ ନେବା ପାଇଁ କ୍ଷମତା ଅର୍ପଣ କରିଛି । “ଆର.ଟି.ଆଇ” ସୂଚନା ଅଧିକାରକୁ ବୁଝାଏ ଏବଂ ଏହା ସମ୍ବିଧାନର ୧୯(୧) ଅନୁଚ୍ଛେଦ ଅନୁସାରେ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରିଛି । ଅନୁଚ୍ଛେଦ ୧୯ (୧) ଅନୁସାରେ ପ୍ରତ୍ୟେକ ନାଗରିକଙ୍କୁ ବାକ ସ୍ଵାଧୀନତା , ସ୍ଵାଧୀନ ଭାବେ ଅଭିବ୍ୟକ୍ତ ସହ ସରକାରଙ୍କ କାର୍ଯ୍ୟଧାରା ଓ ଭୂମିକା ସମ୍ପର୍କରେ ଜାଣିବାର ଅଧିକାର ରହିଛି ।

 

ବିଭିନ୍ନ ଅଫିସର ସୂଚନା ଅଧିକାର ଆଇନ ଅନ୍ତର୍ଗତ ୧୭ ପୋଇଣ୍ଟ ମେନୁଆଲ  ଅପଲୋଡ ତାରିଖ
Establishment office Collectorate, Sambalpur  13/02/2020
Revenue office Collectorate, Sambalpur  13/02/2020
Judicial office Collectorate, Sambalpur  13/02/2020
 ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, ରେଢାଖୋଲ 25/08/2016
 ଶିଶୁ ବିକାଶ ପରିକଳ୍ପନା କାର୍ଯ୍ୟାଳୟ, ଧନକଊଡା 25/08/2016
ଶିଶୁ ବିକାଶ ପରିକଳ୍ପନା କାର୍ଯ୍ୟାଳୟ, ରେଢାଖୋଳ 22/09/2016
 Child Development Project Office, ICDS Project Jamankira 20/02/2020
ତହସିଲ କାର୍ଯ୍ୟାଳୟ,ସମ୍ବଲପୁର 27/01/2020
ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ 19/06/2019
ଜିଲ୍ଲା ସାମାଜିକ ମଙ୍ଗଳ କାର୍ଯ୍ୟାଳୟ,ସମ୍ବଲପୁର 22/07/2019
ଜିଲ୍ଲା ପଞ୍ଚାଯତ ବିଭାଗ, ସମ୍ବଲପୁର 22/07/2019
ତହସିଲ ଅଫିସ ରେଢାଖୋଲ, ସମ୍ବଲପୁର 30/07/2019
ଲୋକ ଅଭିଯୋଗ କେନ୍ଦ୍ର, ଜିଲ୍ଲାପାଳ କାର୍ଯ୍ୟାଳୟ,ସମ୍ବଲପୁର 31/07/2019
ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଜମନକିରା ସମ୍ବଲପୁର 03/08/2019
ପଞ୍ଚାୟତ ସମିତି କାର୍ଯ୍ୟାଳୟ,ରେଢାଖୋଲ ସମ୍ବଲପୁର 21/10/2019
ଜମି ଅଧିଗ୍ରହଣ କାର୍ଯ୍ୟାଳୟ,ସମ୍ବଲପୁର 31/07/2019