ସୂଚନା ଅଧିକାର
ସୂଚନା ଅଧିକାର ଆଇନ ପ୍ରତ୍ୟେକ ନାଗରିକଙ୍କୁ ସେମାନେ ଜାଣିବାକୁ ଚାହୁଁଥିବା ସୂଚନା ବିବରଣୀ ନେବା, ଦସ୍ତାବିଜ ବା ଅଭିଲେଖର ଉର୍ଦ୍ଧୃତାଂଶ କିମ୍ବା ପ୍ରାମାଣିକ ନକଲ ନେବା ପାଇଁ କ୍ଷମତା ଅର୍ପଣ କରିଛି । “ଆର.ଟି.ଆଇ” ସୂଚନା ଅଧିକାରକୁ ବୁଝାଏ ଏବଂ ଏହା ସମ୍ବିଧାନର ୧୯(୧) ଅନୁଚ୍ଛେଦ ଅନୁସାରେ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରିଛି । ଅନୁଚ୍ଛେଦ ୧୯ (୧) ଅନୁସାରେ ପ୍ରତ୍ୟେକ ନାଗରିକଙ୍କୁ ବାକ ସ୍ଵାଧୀନତା , ସ୍ଵାଧୀନ ଭାବେ ଅଭିବ୍ୟକ୍ତ ସହ ସରକାରଙ୍କ କାର୍ଯ୍ୟଧାରା ଓ ଭୂମିକା ସମ୍ପର୍କରେ ଜାଣିବାର ଅଧିକାର ରହିଛି ।
ବିଭିନ୍ନ ଅଫିସର ସୂଚନା ଅଧିକାର ଆଇନ ଅନ୍ତର୍ଗତ ୧୭ ପୋଇଣ୍ଟ ମେନୁଆଲ | ଅପଲୋଡ ତାରିଖ |
---|---|
Establishment office Collectorate, Sambalpur | 23/10/2020 |
Revenue office Collectorate, Sambalpur | 13/02/2020 |
Judicial office Collectorate, Sambalpur | 13/02/2020 |
ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, ରେଢାଖୋଲ | 25/08/2016 |
ଶିଶୁ ବିକାଶ ପରିକଳ୍ପନା କାର୍ଯ୍ୟାଳୟ, ଧନକଊଡା | 25/08/2016 |
ଶିଶୁ ବିକାଶ ପରିକଳ୍ପନା କାର୍ଯ୍ୟାଳୟ, ରେଢାଖୋଳ | 22/09/2016 |
Child Development Project Office, ICDS Project Jamankira | 20/02/2020 |
ତହସିଲ କାର୍ଯ୍ୟାଳୟ,ସମ୍ବଲପୁର | 27/01/2020 |
ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ | 19/06/2019 |
ଜିଲ୍ଲା ସାମାଜିକ ମଙ୍ଗଳ କାର୍ଯ୍ୟାଳୟ,ସମ୍ବଲପୁର | 22/07/2019 |
ଜିଲ୍ଲା ପଞ୍ଚାଯତ ବିଭାଗ, ସମ୍ବଲପୁର | 20/01/2021 |
ତହସିଲ ଅଫିସ ରେଢାଖୋଲ, ସମ୍ବଲପୁର | 30/07/2019 |
ଲୋକ ଅଭିଯୋଗ କେନ୍ଦ୍ର, ଜିଲ୍ଲାପାଳ କାର୍ଯ୍ୟାଳୟ,ସମ୍ବଲପୁର | 31/07/2019 |
ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଜମନକିରା ସମ୍ବଲପୁର | 03/08/2019 |
ପଞ୍ଚାୟତ ସମିତି କାର୍ଯ୍ୟାଳୟ,ରେଢାଖୋଲ ସମ୍ବଲପୁର | 21/10/2019 |
ଜମି ଅଧିଗ୍ରହଣ କାର୍ଯ୍ୟାଳୟ,ସମ୍ବଲପୁର | 31/07/2019 |
ଜିଲ୍ଲା ଉପ-ନିବନ୍ଧକ କାର୍ଯ୍ୟାଳୟ,ସମ୍ବଲପୁର | 13/04/21 |