ନିୟୋଜନ

ଜିଲ୍ଲା ନିୟୋଜନ ବିନିମୟ କାର୍ଯ୍ୟାଳୟ: ସମ୍ବଲପୁର

ସମ୍ବଲପୁର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର  ମୁଖ୍ୟ ଉଦେଶ୍ୟ ହେଉଛି ନିୟୋଜନ ସହାୟତା କାର୍ଯ୍ୟକ୍ରମ ଗୁଡିକର ସମନ୍ମୟ ରଖିବା ଓ ତଦାରଖ କରିବା । ଯଥା:-

  • ନିଯୁକ୍ତି ନିମନ୍ତେ ଆଶାୟୀ ପ୍ରାର୍ଥୀ ମାନଙ୍କର ଅନଲାଇନ / ଅଫଲାଇନ ନାମ ପଞ୍ଜିକରଣ ।
  • ବିଜ୍ଞାପିତ ଶୂନ୍ୟ ପଦବୀ ଗୁଡିକ ପାଇଁ ବିଜ୍ଞାପନ ଦ୍ଦେଇଥିବା ନିଯୁକ୍ତିଦାତାଙ୍କ ନିକଟକୁ ଉପଯୁକ୍ତ ପ୍ରାଥିଙ୍କ ନାମ ପ୍ରେରଣ କରିବା ।
  • ଧନ୍ଦାମୂଳକ ଓ ପ୍ରଶିକ୍ଷ୍ୟଣ ବିଷୟରେ ବୃତ୍ତି ପରାମର୍ଶ ଓ ନିଯୁକ୍ତି ସୂଚନା ପ୍ରଦାନ କରିବା  ।
  • ନିଯୁକ୍ତି ବଜାରର ସୂଚନା ତ୍ରୟମାସିକ  ଫର୍ମ ନମ୍ବର-୧ ଏବଂ ଫର୍ମ ନମ୍ବର-୨ୟ ମାଧ୍ୟମରେ କେନ୍ଦ୍ର ସରକାର, କେନ୍ଦ୍ର କ୍ଵାସୀ, ରାଜ୍ୟସରକାର, ରାଜ୍ୟସରକାର କ୍ଵାସୀ ତଥା ବିଜ୍ଞପିତ ପରିଷଦ ଏବଂ ଲୋକଲବଡି ମାନଙ୍କଠାରୁ  ନିଯୁକ୍ତି ସମ୍ବନ୍ଧୀୟ ପିଡ଼ି ପଦବୀ ତ୍ରେମାସିକ ଏବଂ ଦ୍ଵିବାର୍ଷିକ ବିବରଣୀ ସଂଗ୍ରହ କୃ କେନ୍ଦ୍ର ସରକାରଙ୍କୁ ପ୍ରେରଣା କରିବା  ।
  • ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ ପୂର୍ବକ ଆଗ୍ରହୀ ପ୍ରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ସମ୍ଵନ୍ଧରେ ସୂଚନା ପ୍ରଦାନ ଓ ସେମାନଙ୍କର ଦରଖାସ୍ତ ସମ୍ପୃକ୍ତ ତାଲିମ ପ୍ରଦାନ ସଂସ୍ଥାକୁ ପ୍ରେରଣ ।
  • ଆର୍ମି ଏବଂ ପାରାମିଲିଟାରି ସୈନ୍ୟ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ  ।
  • ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଆୟୋଜନ – ନିଯୁକ୍ତିଦାତା ଏବଂ ନିଯୁକ୍ତି ଆଶାୟୀ ମାନଙ୍କ ମଧ୍ୟରେ ଏକ ସମନ୍ୟୟ ସୃଷ୍ଟି କରିବା ଏବଂ ଯୋଗ୍ୟ ପ୍ରଥୀଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଁ ସୁପାରିସ କରିବା ।
  • ଆଦର୍ଶ ବୃତ୍ତି ପରାମର୍ଶ କେନ୍ଦ୍ର – ଉକ୍ତ କେନ୍ଦ୍ରରେ ପ୍ରାର୍ଥୀ ମାନଙ୍କୁ ବିଭିନ୍ନ ବୃତ୍ତି ସମ୍ବନ୍ଧରେ ଦିଗ ଦର୍ଶନ ଦେବା ଓ ଏନ,ସି,ଏସ ପୋର୍ଟାଲ ରେ ନାମ ପଞ୍ଜିକରଣ କରିବା ।
  • ସମ୍ବଲପୁର ନଲେଜ ହବ – ସମ୍ବଲପୁର ନଲେଜ ହବ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ଵ ମାନଙ୍କୁ ସାମିଲ ପୂର୍ବକ ସେମାନଙ୍କର ବୃତ୍ତି ସମ୍ବନ୍ଧୀୟ ଉପାଦେୟ ବକୃତମାଳା ଉପସ୍ଥିତ ପ୍ରାର୍ଥିମାନଙ୍କ ଶୀତ ଆଲୋଚନା ଓ ପ୍ରାର୍ଥୀ ମାନଙ୍କୁ ସଠିକ ବୃତ୍ତି ଚୟନରେ ଦିଗ ଦର୍ଶନ ଦେବା ।

 

ଗତ ୩ ବର୍ଷର ନିଯୋଜନ କାର୍ଯ୍ୟକଳାପ
ବର୍ଷ ରେଜିଷ୍ଟ୍ରିକରଣ ଅଧିସୂଚନା ଉପସ୍ଥାପନ ନିଯୋଜନ ପ୍ରତକ୍ଷ ରେଜିଷ୍ଟ୍ରିକରଣ
୨୦୧୫ ୬୦୬୪ ୧୮୦ ୧୨୩୩ ୫୧ ୩୧୧୭୯
୨୦୧୬ ୫୫୦୦ ୨୧ ୯୮୦ ୧୧୭ ୨୮୬୭୪
୨୦୧୭ ୬୧୬୭ ୦୨ ୧୬୦ ୬୧ ୨୬୧୪୯
୨୦୧୮

(୩୦.୦୬.୨୦୧୮ ପର୍ଯ୍ୟନ୍ତ)

୨୦୬୪ ୧୨୯ ୨୪୦୪୨
ଉପଦେଶ ନିମ୍ମିତ ଶିବିର ସଂଗଠନ
ବର୍ଷ ଶିବିର ସଂଖ୍ୟା ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା ତାଲିମ ପାଇଁ ଚିହ୍ନଟ କରାହେଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୧୪-୨୦୧୫ ୧୨୧୦ ୧୦୬୪
୨୦୧୫-୨୦୧୬ ୧୨ ୧୮୫୮ ୧୬୨୦
୨୦୧୬-୨୦୧୭ ୫୧୯ ୪୭୬
୨୦୧୭-୨୦୧୮ ୧୦ ୧୦୨୬ ୮୫୭
ନିଯୁକ୍ତି ମେଳା ସଂଗଠନ
ବର୍ଷ ନିଯୁକ୍ତି ଦାତାଙ୍କ ସଂଖ୍ୟା ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା ତାଲିମ ଓ ନିଯୋଜନ ପାଇଁ ମନୋନୀତ କରାହେଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୧୩ ୨୩ ୨୪୫୮ ୨୧୬୩
୨୦୧୪ ୧୬ ୧୬୨୪ ୧୧୧୦
୨୦୧୫ ୨୧ ୧୪୩୬ ୧୦୫୯
୨୦୧୬ ୨୭ ୧୦୭୨ ୭୭୫
୨୦୧୭ ୨୬ ୧୫୪୧ ୧୨୯୭
ସୈନ୍ୟ ସଂଗ୍ରହ ନିମନ୍ତେ ତାଲିମ ସଂଗଠନ
ବର୍ଷ ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା ମନୋନୀତ ହୋଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୧୩ ୭୨ ୧୮
୨୦୧୪ ୨୮(କେବଳ ଅନସୂଚିତ ଜନଜାତି) ୧୪
୨୦୧୫ ୫୦ ୧୨
୨୦୧୬ ୫୪ ୧୧
ଓଏସଡ଼ିଏ ଦ୍ଵାରା ନୀୟଜନ ପାଇଁ ଦିଆଯାଉଥିବା ତାଲିମ
ବର୍ଷ ପିଆଇଏ ମାନଙ୍କ ନାମ ବିଭିନ୍ନ ବାଣିଜ୍ୟ ର ନାମ ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା ମନୋନୀତ ହୋଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୧୪-୨୦୧୫ ଏଆଇଏସଇସିଟି କମ୍ପ୍ୟୁଟର ଟ୍ଯାଲି ୧୪୫ ୧୮
ଅନୁଦିପ ଫାଉଣ୍ଡଡ଼େସନ ବିପିଓ
ଏଲ ଆଣ୍ଡ ଟି ରାଜମିସ୍ତ୍ରୀ
ସିଆଇପିଇଟି ସିଏନସି ଚାଳକ
ଆଇଆଇଆଇଏମ ଖୁକୁରା ବିକ୍ରି
୨୦୧୫-୨୦୧୬ ଅନୁଦିପ ଫାଉଣ୍ଡଡ଼େସନ ବିପିଓ ୧୭୩ ୧୪
ଏଆଇଏସଇସିଟି କମ୍ପ୍ୟୁଟର ଟ୍ଯାଲି
୨୦୧୬-୨୦୧୭ ଏଆଇଏସଇସିଟି କମ୍ପ୍ୟୁଟର ଟ୍ଯାଲି ୩୭୩ ୨୫
ଏସଏସପିଏଲ କୌଶଳ ବିପିଓ
ଇଲେକଟ୍ରିକାଲ (ଘରୋଇ)
ବାହାନ ଚାଳକ ଏବଂ ବାହାନ ମିସ୍ତ୍ରୀ
ଝଳେଇ ଓ ଉତ୍ପାଦନ
ପାଇପ ମିସ୍ତ୍ରୀ
ରେଫରିଜେତର ଓ ଏସି
୨୦୧୭-୨୦୧୮ ଏସଏସପିଏଲ କୌଶଳ ଇଲେକଟ୍ରିକାଲ (ଘରୋଇ) ୪୭୦ ୩୧
ବାହାନ ଚାଳକ ଏବଂ ବାହାନ ମିସ୍ତ୍ରୀ
ଆରଏମଆର
ଏଆଇଏସଇସିଟି କମ୍ପ୍ୟୁଟର ଟ୍ଯାଲି
ପିଏଆରଏଫଆଇ ଅଗ୍ନିସ୍ୟାମନ ବିଶେଷଜ୍ଞ
୨୦୧୮-୨୦୧୯ ଏଆଇଏସଇସିଟି କମ୍ପ୍ୟୁଟର ଟ୍ଯାଲି ୮୩ ୨୩
ପିଏଆରଏଫଆଇ ଅଗ୍ନିସ୍ୟାମନ ବିଶେଷଜ୍ଞ