ଜିଲ୍ଲା ନିୟୋଜନ ବିନିମୟ କାର୍ଯ୍ୟାଳୟ: ସମ୍ବଲପୁର
ସମ୍ବଲପୁର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମୁଖ୍ୟ ଉଦେଶ୍ୟ ହେଉଛି ନିୟୋଜନ ସହାୟତା କାର୍ଯ୍ୟକ୍ରମ ଗୁଡିକର ସମନ୍ମୟ ରଖିବା ଓ ତଦାରଖ କରିବା । ଯଥା:-
- ନିଯୁକ୍ତି ନିମନ୍ତେ ଆଶାୟୀ ପ୍ରାର୍ଥୀ ମାନଙ୍କର ଅନଲାଇନ / ଅଫଲାଇନ ନାମ ପଞ୍ଜିକରଣ ।
- ବିଜ୍ଞାପିତ ଶୂନ୍ୟ ପଦବୀ ଗୁଡିକ ପାଇଁ ବିଜ୍ଞାପନ ଦ୍ଦେଇଥିବା ନିଯୁକ୍ତିଦାତାଙ୍କ ନିକଟକୁ ଉପଯୁକ୍ତ ପ୍ରାଥିଙ୍କ ନାମ ପ୍ରେରଣ କରିବା ।
- ଧନ୍ଦାମୂଳକ ଓ ପ୍ରଶିକ୍ଷ୍ୟଣ ବିଷୟରେ ବୃତ୍ତି ପରାମର୍ଶ ଓ ନିଯୁକ୍ତି ସୂଚନା ପ୍ରଦାନ କରିବା ।
- ନିଯୁକ୍ତି ବଜାରର ସୂଚନା ତ୍ରୟମାସିକ ଫର୍ମ ନମ୍ବର-୧ ଏବଂ ଫର୍ମ ନମ୍ବର-୨ୟ ମାଧ୍ୟମରେ କେନ୍ଦ୍ର ସରକାର, କେନ୍ଦ୍ର କ୍ଵାସୀ, ରାଜ୍ୟସରକାର, ରାଜ୍ୟସରକାର କ୍ଵାସୀ ତଥା ବିଜ୍ଞପିତ ପରିଷଦ ଏବଂ ଲୋକଲବଡି ମାନଙ୍କଠାରୁ ନିଯୁକ୍ତି ସମ୍ବନ୍ଧୀୟ ପିଡ଼ି ପଦବୀ ତ୍ରେମାସିକ ଏବଂ ଦ୍ଵିବାର୍ଷିକ ବିବରଣୀ ସଂଗ୍ରହ କୃ କେନ୍ଦ୍ର ସରକାରଙ୍କୁ ପ୍ରେରଣା କରିବା ।
- ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ ପୂର୍ବକ ଆଗ୍ରହୀ ପ୍ରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ଵନ୍ଧରେ ସୂଚନା ପ୍ରଦାନ ଓ ସେମାନଙ୍କର ଦରଖାସ୍ତ ସମ୍ପୃକ୍ତ ତାଲିମ ପ୍ରଦାନ ସଂସ୍ଥାକୁ ପ୍ରେରଣ ।
- ଆର୍ମି ଏବଂ ପାରାମିଲିଟାରି ସୈନ୍ୟ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ।
- ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଆୟୋଜନ – ନିଯୁକ୍ତିଦାତା ଏବଂ ନିଯୁକ୍ତି ଆଶାୟୀ ମାନଙ୍କ ମଧ୍ୟରେ ଏକ ସମନ୍ୟୟ ସୃଷ୍ଟି କରିବା ଏବଂ ଯୋଗ୍ୟ ପ୍ରଥୀଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଁ ସୁପାରିସ କରିବା ।
- ଆଦର୍ଶ ବୃତ୍ତି ପରାମର୍ଶ କେନ୍ଦ୍ର – ଉକ୍ତ କେନ୍ଦ୍ରରେ ପ୍ରାର୍ଥୀ ମାନଙ୍କୁ ବିଭିନ୍ନ ବୃତ୍ତି ସମ୍ବନ୍ଧରେ ଦିଗ ଦର୍ଶନ ଦେବା ଓ ଏନ,ସି,ଏସ ପୋର୍ଟାଲ ରେ ନାମ ପଞ୍ଜିକରଣ କରିବା ।
- ସମ୍ବଲପୁର ନଲେଜ ହବ – ସମ୍ବଲପୁର ନଲେଜ ହବ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ଵ ମାନଙ୍କୁ ସାମିଲ ପୂର୍ବକ ସେମାନଙ୍କର ବୃତ୍ତି ସମ୍ବନ୍ଧୀୟ ଉପାଦେୟ ବକୃତମାଳା ଉପସ୍ଥିତ ପ୍ରାର୍ଥିମାନଙ୍କ ଶୀତ ଆଲୋଚନା ଓ ପ୍ରାର୍ଥୀ ମାନଙ୍କୁ ସଠିକ ବୃତ୍ତି ଚୟନରେ ଦିଗ ଦର୍ଶନ ଦେବା ।
ଗତ ୩ ବର୍ଷର ନିଯୋଜନ କାର୍ଯ୍ୟକଳାପ
ବର୍ଷ |
ରେଜିଷ୍ଟ୍ରିକରଣ |
ଅଧିସୂଚନା |
ଉପସ୍ଥାପନ |
ନିଯୋଜନ |
ପ୍ରତକ୍ଷ ରେଜିଷ୍ଟ୍ରିକରଣ |
୨୦୧୫ |
୬୦୬୪ |
୧୮୦ |
୧୨୩୩ |
୫୧ |
୩୧୧୭୯ |
୨୦୧୬ |
୫୫୦୦ |
୨୧ |
୯୮୦ |
୧୧୭ |
୨୮୬୭୪ |
୨୦୧୭ |
୬୧୬୭ |
୦୨ |
୧୬୦ |
୬୧ |
୨୬୧୪୯ |
୨୦୧୮
(୩୦.୦୬.୨୦୧୮ ପର୍ଯ୍ୟନ୍ତ) |
୨୦୬୪ |
|
୧୨୯ |
|
୨୪୦୪୨ |
ଉପଦେଶ ନିମ୍ମିତ ଶିବିର ସଂଗଠନ
ବର୍ଷ |
ଶିବିର ସଂଖ୍ୟା |
ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା |
ତାଲିମ ପାଇଁ ଚିହ୍ନଟ କରାହେଇଥିବା ପାର୍ଥୀଙ୍କ ସଂଖ୍ୟା |
୨୦୧୪-୨୦୧୫ |
୯ |
୧୨୧୦ |
୧୦୬୪ |
୨୦୧୫-୨୦୧୬ |
୧୨ |
୧୮୫୮ |
୧୬୨୦ |
୨୦୧୬-୨୦୧୭ |
୮ |
୫୧୯ |
୪୭୬ |
୨୦୧୭-୨୦୧୮ |
୧୦ |
୧୦୨୬ |
୮୫୭ |
ନିଯୁକ୍ତି ମେଳା ସଂଗଠନ
ବର୍ଷ |
ନିଯୁକ୍ତି ଦାତାଙ୍କ ସଂଖ୍ୟା |
ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା |
ତାଲିମ ଓ ନିଯୋଜନ ପାଇଁ ମନୋନୀତ କରାହେଇଥିବା ପାର୍ଥୀଙ୍କ ସଂଖ୍ୟା |
୨୦୧୩ |
୨୩ |
୨୪୫୮ |
୨୧୬୩ |
୨୦୧୪ |
୧୬ |
୧୬୨୪ |
୧୧୧୦ |
୨୦୧୫ |
୨୧ |
୧୪୩୬ |
୧୦୫୯ |
୨୦୧୬ |
୨୭ |
୧୦୭୨ |
୭୭୫ |
୨୦୧୭ |
୨୬ |
୧୫୪୧ |
୧୨୯୭ |
ସୈନ୍ୟ ସଂଗ୍ରହ ନିମନ୍ତେ ତାଲିମ ସଂଗଠନ
ବର୍ଷ |
ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା |
ମନୋନୀତ ହୋଇଥିବା ପାର୍ଥୀଙ୍କ ସଂଖ୍ୟା |
୨୦୧୩ |
୭୨ |
୧୮ |
୨୦୧୪ |
୨୮(କେବଳ ଅନସୂଚିତ ଜନଜାତି) |
୧୪ |
୨୦୧୫ |
୫୦ |
୧୨ |
୨୦୧୬ |
୫୪ |
୧୧ |
ଓଏସଡ଼ିଏ ଦ୍ଵାରା ନୀୟଜନ ପାଇଁ ଦିଆଯାଉଥିବା ତାଲିମ
ବର୍ଷ |
ପିଆଇଏ ମାନଙ୍କ ନାମ |
ବିଭିନ୍ନ ବାଣିଜ୍ୟ ର ନାମ |
ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା |
ମନୋନୀତ ହୋଇଥିବା ପାର୍ଥୀଙ୍କ ସଂଖ୍ୟା |
୨୦୧୪-୨୦୧୫ |
ଏଆଇଏସଇସିଟି |
କମ୍ପ୍ୟୁଟର ଟ୍ଯାଲି |
୧୪୫ |
୧୮ |
ଅନୁଦିପ ଫାଉଣ୍ଡଡ଼େସନ |
ବିପିଓ |
ଏଲ ଆଣ୍ଡ ଟି |
ରାଜମିସ୍ତ୍ରୀ |
ସିଆଇପିଇଟି |
ସିଏନସି ଚାଳକ |
ଆଇଆଇଆଇଏମ |
ଖୁକୁରା ବିକ୍ରି |
|
|
୨୦୧୫-୨୦୧୬ |
ଅନୁଦିପ ଫାଉଣ୍ଡଡ଼େସନ |
ବିପିଓ |
୧୭୩ |
୧୪ |
ଏଆଇଏସଇସିଟି |
କମ୍ପ୍ୟୁଟର ଟ୍ଯାଲି |
୨୦୧୬-୨୦୧୭ |
ଏଆଇଏସଇସିଟି |
କମ୍ପ୍ୟୁଟର ଟ୍ଯାଲି |
୩୭୩ |
୨୫ |
ଏସଏସପିଏଲ କୌଶଳ |
ବିପିଓ |
ଇଲେକଟ୍ରିକାଲ (ଘରୋଇ) |
ବାହାନ ଚାଳକ ଏବଂ ବାହାନ ମିସ୍ତ୍ରୀ |
ଝଳେଇ ଓ ଉତ୍ପାଦନ |
ପାଇପ ମିସ୍ତ୍ରୀ |
ରେଫରିଜେତର ଓ ଏସି |
୨୦୧୭-୨୦୧୮ |
ଏସଏସପିଏଲ କୌଶଳ |
ଇଲେକଟ୍ରିକାଲ (ଘରୋଇ) |
୪୭୦ |
୩୧ |
ବାହାନ ଚାଳକ ଏବଂ ବାହାନ ମିସ୍ତ୍ରୀ |
ଆରଏମଆର |
ଏଆଇଏସଇସିଟି |
କମ୍ପ୍ୟୁଟର ଟ୍ଯାଲି |
ପିଏଆରଏଫଆଇ |
ଅଗ୍ନିସ୍ୟାମନ ବିଶେଷଜ୍ଞ |
୨୦୧୮-୨୦୧୯ |
ଏଆଇଏସଇସିଟି |
କମ୍ପ୍ୟୁଟର ଟ୍ଯାଲି |
୮୩ |
୨୩ |
ପିଏଆରଏଫଆଇ |
ଅଗ୍ନିସ୍ୟାମନ ବିଶେଷଜ୍ଞ |