ବନ୍ଦ କରନ୍ତୁ

ପସନ୍ଦ ସ୍ଥାନ

ସମ୍ବଲେଶ୍ଵରୀ ମନ୍ଦିର

ସମ୍ବଲେଶ୍ଵରୀ ମନ୍ଦିର ଚିତ୍ର

ଶ୍ରୀ ଶ୍ରୀ ସମ୍ବଲେଶ୍ଵରୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଏବଂ ପଶ୍ଚିମ ଓଡିଶା ତଥା ଛତିଶଗଡ ରାଜ୍ୟର ମୁଖ୍ୟ ଧାର୍ମିକ ଶକ୍ତି ।

ହୀରାକୁଦ ନଦୀବନ୍ଧ

ହୀରାକୁଦ ନଦୀବନ୍ଧ ଚିତ୍ର

ହୀରାକୁଦ ନଦୀବନ୍ଧ ବିଶ୍ଵର ବୃହତ୍ତ ମାଟି ନିର୍ମିତ ବନ୍ଧ ଯାହାକି ମହାନଦୀ ଉପରେ ନିର୍ମିତ । ଏହା ସମ୍ବଲପୁରର ସହର ଠାରୁ ୧୫ କି.ମି. ଦୂରରେ ଅବସ୍ଥିତ ।

ହୁମା, ଶିବ ଭଗବାନଙ୍କ ବକ୍ର ମନ୍ଦିର

ହୁମା, ଶିବ ଭଗବାନଙ୍କ ବକ୍ର ମନ୍ଦିର ଚିତ୍ର

ମହାନଦୀର ବାମ କୂଳରେ ଏକ ଗ୍ରାମରେ ବକ୍ର ମନ୍ଦିର ହୁମା ଅବସ୍ଥିତ। ଏହା ସମ୍ବଲପୁର ସହର ଠାରୁ ୨୩ କି.ମି ଦୂରରେ ଅବସ୍ଥିତ ।

ମା ଘଣ୍ଟେଶ୍ଵରୀଙ୍କ ମନ୍ଦିର

ମା ଘଣ୍ଟେଶ୍ଵରୀଙ୍କ ମନ୍ଦିର ଚିତ୍ର

ଏହା ସମ୍ବଲପୁରର ଏକ ପବିତ୍ର ଏବଂ ମନୋରମ ସ୍ଥାନ । ନାମ ଅନୁସାରେ ଏହି ମନ୍ଦିରର ର ସବୁ ସ୍ଥାନରେ ଘଣ୍ଟି ଜୁଳୁଥାଏ ।

ଗୁଡୁଗୁଦା ଜଳପ୍ରତାପ

ଗୁଡୁଗୁଦା ଜଳପ୍ରତାପ ଚିତ୍ର

ଏହା ଏକ ସୁନ୍ଦର ବଣଭୋଜି ସ୍ଥଳୀ ଅଟେ ।

ଗୋରୁ ଦ୍ଵୀପ

ଗୋରୁ ଦ୍ଵୀପ ଚିତ୍ର

 ହିରାକୁଦ ଜଳଭଣ୍ଡାରର ଏକ ପ୍ରାନ୍ତ ରେ ଏହି ପ୍ରାକୃତିକ ଆଶ୍ଚର୍ଯ୍ୟ ଅବସ୍ଥିତ ।

ସମ୍ବଲପୁର ସହର

ସମ୍ବଲପୁର ସହର ଚିତ୍ର

ସମ୍ବଲପୁର ର ପୁରାତନ ସହରଟି ମନ୍ଦିର ମାଲିନୀ ଅଟେ ।