ବନ୍ଦ କରନ୍ତୁ

ବିଧାନ ସଭା ନିର୍ବାଚନ କ୍ଷେତ୍ର

ବିଧାନ ସଭା ନିର୍ବାଚନ କ୍ଷେତ୍ରଗୁଡିକର ତାଲିକା
ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି)
କୁଚିଣ୍ଡା ଅନୁସୂଚିତ ଜନଜାତି କୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରା
ରେଙ୍ଗାଲି ଅନୁସୂଚିତ ଜାତି ରେଙ୍ଗାଲି, ଧାନକୁଡ଼ା, ମାନେଶ୍ଵର (ଆଂଶିକ)
ସମ୍ବଲପୁର ଅଣ ସଂରକ୍ଷିତ ସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି)
ରେଢ଼ାଖୋଲ ଅଣ ସଂରକ୍ଷିତ ରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ଵର (ଆଂଶିକ)