ଜିଲ୍ଲା ସମ୍ବନ୍ଧରେ
ସମଗ୍ର ପଶ୍ଚିମ ଓଡିଶା ମଧ୍ୟରେ ସମ୍ବଲପୁର ଜିଲ୍ଲା ତାହାର ସମ୍ବଲପୁରୀ ଶାଢୀ ପାଇଁ ବିଶ୍ଵ ପ୍ରସିଦ୍ଧ। ଏହି ଜିଲ୍ଲାର ପୂର୍ବ ଦିଗରେ ଦେବଗଡ, ପଶ୍ଚିମ ଦିଗରେ ବରଗଡ, ଉତ୍ତରରେ ଝାରସୁଗୁଡା, ଦକ୍ଷିଣ ଦିଗରେ ଅନୁଗୁଳ ଏବଂ ସୁବର୍ଣପୁର ଅବସ୍ଥିତ ।